ଗୋରା ପିଲା ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

Truthink
ସେୟାର କରନ୍ତୁ

ସବୁ ମା’ ବାପା ଚାହାଁନ୍ତି ତାଙ୍କର ଗୋଟିଏ କ୍ୟୁଟ ଗୋରା ଓ ହେଲଦି ଛୁଆ ହେଉ । କୌଣସି ମା’ ବାପା ଚାହାନ୍ତି ନାହିଁ କି ତାଙ୍କର ପିଲା ଅନହେଲଦି ହେଉ ବା କମ କଲର ହେଉ । ସେଥିପାଇଁ ସେମନେ ଅନେକ ଉପାୟ ଆପଣାଇଥାନ୍ତି । ଅନେକ ଔଷଧ ସେବନ କରିଥାନ୍ତି ତ କେଉଁମାନେ ପ୍ରକୃତିକ ଉପାୟ ଆପଣାଇ ଥାନ୍ତି । ହେଲେ ଔଷଧ ର ଅନେକ ସାଇଡ ଇଫେକ୍ଟ ଥାଏ । ତେବେ ଚାଲନ୍ତୁ ଜାଣିବା ଗୋରା ଓ ହେଲଦି ଛୁଆ ହେବା ପାଇଁ କଣ ସବୁ ପ୍ରକୃତିକ ଉପାୟ ରହିଛି ।

Odia NewsMenu
ନ୍ୟୁଜ୍ମନୋରଞ୍ଜନବିଶେଷଖେଳସ୍ୱାସ୍ଥ୍ୟଜୀବନ ଶୈଳୀଭାଇରାଲଜ୍ୟୋତିଷ

ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସଜୀବନ ଶୈଳୀ BY SRADDHA SAMANT SEPTEMBER 16, 2019

୧. କ୍ଷୀର ସହିତ କେଶର

ଆପଣମାନେ ଶୁଣିଥିବେ କି କେଶର ଯୁକ୍ତ କ୍ଷୀର ପିଇଲେ ଛୁଆ ଗୋରା ଜନ୍ମ ହୋଇଥାଏ । ଏହି କେଶର ରେ ଏମିତି ବହୁତ କିଛି ଗୁଣ ଥାଏ ଯାହା ଆପଣଙ୍କ ଛୁଆକୁ ଗୋରା କରିଥାଏ । କିନ୍ତୁ କେଶରକୁ ଲିମିଟେଡ ଖାଇବା ଦରକାର । ଅଧିକ କେଶର ଖାଇଲେ ଆପଣଙ୍କ ଗର୍ଭାଶୟ ସଂକୀର୍ଣ୍ଣ ହେବାର ଚାନ୍ସ ଥାଏ । ୨-୩ ପାଖୁଡା ଗୋଟିଏ ଗ୍ଳାସ କ୍ଷୀରରେ ଖାଆନ୍ତୁ ।

କ୍ଷୀର ସହିତ କେଶର

ପଇଡ ପାଣି
ପ୍ରେଗ୍ନେଂସୀ ଟାଇମରେ ପଇଡ ପିଇବା ବହୁତ ଭଲ ହୋଇଥାଏ । ଏହା ମା’ର ହାଇଡ୍ରେଶନ ଲେଭଲ ବି ଠିକ ରଖିଥାଏ ଓ ସକାଳୁ ସକାଳୁ ହେଉଥିବା ୱିକନେସ କୁ ବି କମ କରିଥାଏ । ଏହା ଛଡା ଏହା ଛୁଆକୁ ଗୋରା କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

କ୍ଷୀର ଓ ଅଣ୍ଡା
ଆପଣ ସବୁଦିନ ରାତିରେ ଗରମ କ୍ଷୀର ପିଇ ଶୁଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଓ ଆପଣଙ୍କ ଛୁଆକୁ ଉପଯୁକ୍ତ ପୋଷଣ ମିଳିଥାଏ । ଏହା ଛଡା ଅଣ୍ଡାର ଧଳା ଭାଗକୁ ସବୁଦିନ ଖାଆନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣଙ୍କ ପିଲା ଗୋରା ଓ ହେଲଦି ଜନ୍ମ ହୋଇଥାଏ । କ୍ଷୀର ଓ ଅଣ୍ଡାରୁ ବହୁତ ପ୍ରକାରର ଭିଟାମିନ ଓ ପ୍ରୋଟିନ ମିଳିଥାଏ ଯାହା ଆପଣଙ୍କ ପିଲାର ବିକାଶରେ ସହାୟକ ହୋଇଥାଏ । 
ପ୍ରେଗ୍ନେଂସୀ ସମୟରେ ଆପଣ ବହୁତ ପ୍ରକାରର ତେଲ ଯୁକ୍ତ ଖାଦ୍ଯ ଖାଇଥାନ୍ତି । ଏହାକୁ ଛାଡି ଆପଣ ଘିଅ ୟୁଜ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଡେଲିଭରି ଠିକ ଭାବରେ ହୁଏ ଓ ପିଲା ମଧ୍ୟ ଗୋରା ଜନ୍ମ ହୋଇଥାଏ ।

ଫୃଟ ଡାଏଟ
ଆପଣ ସବୁଦିନ ସକାଳେ କମଳା ଖାଇ ପାରିବେ । କାରଣ ଏହା ଏକ ଆଣ୍ଟି ଅକ୍ସିଡେଣ୍ଟର କାମ କରିଥାଏ ଓ ଆପଣଙ୍କ ପିଲା ଗୋରା ଜନ୍ମ ହୋଇଥାଏ । ଆପଣ ଅଙ୍ଗୁର ମଧ୍ୟ ଖାଇ ପାରିବେ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ସେୟାର କରନ୍ତୁ