ତ୍ୱଚା ପାଈଁ ପିଜୁଳିର ଫେସ ପ୍ୟାକ ପଢନ୍ତୁ କେତେ ଉପକାରୀ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପିଜୁଳିରେ ଥିବା ପୋଷକତତ୍ତ୍ବ ଶରୀର ପାଇଁ ଯେତିକି ଉପକାରୀ ତ୍ବଚାର ସୌନ୍ଦଯ୍ୟ ଲାଗି ଅତି ଗୁରୁତ୍ବପୂଣ୍ଣ ପିଜୁଳି ଫେସ୍ପପାକ୍ ଦ୍ବାରା ଆପଣଙ୍କ ସ୍କିନ୍ ଗ୍ଲୋ କରି ପାରିବ । ଛୋଟପିଜୁଳିରୁ ଗ୍ରାଇଣ୍ଡିଂ ପ୍ରସ୍ତୁତି କରିି ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ । ଏହି ଫେସ୍ପାକ ମୁହଁରେ ଲଗାଇ ମାଲିସ କରନ୍ତୁ ଏବଂ କିଛି ସମୟ ଏହାକୁ ସେମିତି ମୁହଁରେ ଛାଡ଼ି ଦିଅନ୍ତୁ । ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇଦବା ପରେ ଉତ୍ତମ ଫଳପ୍ରଦାନ କରିଥାଏ ।

ପିଜୁଳି ମୁହଁର ବ୍ରଣ ସମସ୍ଯା ଦୂର କରିଥାଏ ଏଥିପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଲେମ୍ୁ ରସ ଓ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ ଏହି ଫେସ୍ପପ୍ୟାକ୍ ଆପଣ ସପ୍ତାହକୁ ତିନିଥର ଲଗାଇ ପାରିବେ ।
ଗ୍ରାଇଣ୍ଡିଂ ପିଜୁଳିରେ ଅଧା ଚାମଚ ଓଟ୍ସ, ଗୋଟିଏ ଅଣ୍ଡା କେଶର, ଗୋଟିଏ ଚାମଚ ମହୁ ଓ ଦୁଇ ବୁନ୍ଦା ଗ୍ଲିସେରିନ୍ ପକାଇ ଭଲ ଭାବେ ମିଶାନ୍ତୁ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ସପ୍ତାହକୁ ଏପରି ଦୁଇଥର ଲଗାନ୍ତୁ ଏପରି କଲେ ତ୍ବଚାର ଶୁଷ୍କପଣ ଦୂର ହେବ ।


ସେୟାର କରନ୍ତୁ