ଅନୁରାଗ କଶ୍ୟପ ଦିଲ୍ଲୀର ବର୍ତମାନର ସ୍ତିତିକୁ କଲେ ଟ୍ୱିଟ,କହିଲେ-ଜୀବନ ବିତି ଯାଇଥାଏ ଏକ ଘର ବନାଇବାକୁ…

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ବିଗତ କିଛି ଦିନ ହେବ ବଢିଥିବା ତନାବ ପାଇଁ ସମସ୍ତଙ୍କର ଧ୍ୟାନ ନିଜ ତରଫଙ୍କୁ ଖିଂଚି ଅଛି । ଏହି ହିଂସାକୁ ନେଇ କରି ବଲିଓଡ଼ର ମସୁହୋର ଡ଼ାଇରେକ୍ଟର ଅନୁରାଗ କଶ୍ୟପ ଟ୍ୱିଟ କରିଛନ୍ତି,ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଅଛି । ନିଜର ଟୁଇଟରେ ଅନୁରାଗ କଶ୍ୟପ ଲେଖିଲେ, ‘ଜୀବନ ବିତି ଯାଇଥାଏ ଏକ ଘର ବନାଇବାକୁ, ଏକ ରାତି କାଫି ଅଟେ ପୁରା ମୋହଲ୍ଲା ଜଳାଇବାକୁ ‘ । ଅନୁରାଗ କଶ୍ୟପଙ୍କର ଏହି ଟ୍ୱିଟ ସୋସିଆଲ ମିଡିଆରେ ଜମକର ଭାଇରଲ ହେଉଅଛି । ନିଜର ଟୁଇଟ ଜରିଆରେ ବଲିଓଡ଼ ଡ଼ାଇରେକ୍ଟର ଉପଦ୍ରଵୀଙ୍କ ଉପରେ ନିଶାନା ସାଧିଛନ୍ତି । କହିବାକି ଉତ୍ତର-ପୂର୍ବ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା 27 ହୋଇଯାଇଛି ।

ଅନୁରାଗ କଶ୍ୟପ ଦିଲ୍ଲୀର ବର୍ତମାନର ସ୍ତିତିକୁ ନେଇ କରି ମଧ୍ୟ ଟ୍ୱିଟ କରିଛନ୍ତି,ଯେଉଁଥିରେ ସେ ସହରର ସ୍ଥିତି ପାଇଁ ସରକାରଙ୍କ ଉପରେ କିଛି ପ୍ରତିକ୍ରିୟା ଦେଇଛନ୍ତି । ଏହା ସାଥିରେ ସେ ନିଜର ଟୁଇଟରେ ଲେଖିଛନ୍ତି,’ହତାଶା ମଧ୍ୟ ଅଟେ ଓ ନିରାଶା ମଧ୍ୟ,କିନ୍ତୁ ଧର୍ଯ୍ୟ ତୁଟି ଅଛି ନା ସଂକଳ୍ପ । ପୀଡା ମଧ୍ୟ ହେଉଛି ଓ ରାଗ ମଧ୍ୟ,ତେବେ ମଧ୍ୟ ନା ଧର୍ଯ୍ୟ ତୁଟି ଅଛି ନାଁ ହିଁ ସଂକଳ୍ପ । ତୁମେ ମଧ୍ୟ ଏହି ଠାରେ ଅଛ ଏବଂ ଆମେ ମଧ୍ୟ ଏହି ଠାରେ ଅଛୁ । ସବୁ ମନେ ରଖା ଯିବ । ସବୁ ଦେଖା ଯିବ । ତୁମ୍ଭେ ମଧ୍ୟ ଦେଖିବ ଓ ଆମ୍ଭେ ମଧ୍ୟ ଦେଖିବୁ । ଲାଜିମ ଅଟେ ଆମେ ମଧ୍ୟ ଦେଖିବୁ ।’

ଦିଲ୍ଲୀର ବର୍ତମାନର ସ୍ତିତିର କଥା କହିବାତ ନାଗରିକତା ସଂଶୋଧନ କାନୁନ ବିରୋଧ ଏବଂ ସମର୍ଥକଙ୍କ ମାନଙ୍କ ମଧ୍ୟରେ ହେଉଥିବା ଝଗଡା ଏଠାରେ ଅଲଗା ରୂପ ଧାରଣ କରିନେଇଅଛି । ଏହି ହିଂସାରେ ଦିଲ୍ଲୀର ଭଜନପୁରା,ଚାନ୍ଦବାଗ,ମୌଜପୁର ଏବଂ ଗୋକୁଳପୁରୀ ଭଳି କ୍ଷେତ୍ର ବେଶୀ ପ୍ରଭାବିତ ହେଉଅଛି ।


ସେୟାର କରନ୍ତୁ