ଲାଇବ ଚ୍ୟାଟ କରୁଥିଲେ ବିରାଟ କୋହଲି ତେବେ ଅନୁଷ୍କା ଶର୍ମା କରିଦେଲେ ଏମିତି କିଛି, ବିରାଟଙ୍କର ରିଆକ୍ସନ ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଏବଂ ପତି ବିରାଟ କୋହଲିଙ୍କ ଲେଟେସ୍ଟ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ତେଜିରେ ଭାଇରଲ ହେଉଅଛି । ଭିଡ଼ିଓରେ ଆପଣ ଦେଖିବେ କି ବିରାଟ କୋହଲି ଦକ୍ଷିଣ ଆଫ୍ରିକାର ପୂର୍ବ କ୍ରୀକେଟିୟର ଏବି ଡିଭିଲିୟର୍ସଙ୍କ ସାଥିରେ ଲାଇବ ଚ୍ୟାଟ ସେସନ ଜରିଆରେ ଜୁଡ଼ି ହୋଇଥିଲେ ତଦ୍ଭି ଅଚାନକ ଅନୁଷ୍କା ରୁମ୍କୁ ଆସନ୍ତି ଏବଂ ଲାଇଟ ଅନ କରିଦିଅନ୍ତି ଯାହା ଉପରେ ବିରାଟଙ୍କ ରିଏକ୍ସନ ଭିଡ଼ିଓରେ ଭାଇରଲ ହେବାର କାରଣ ବନିଗଲେ ।

ଅନୁଷ୍କା ଲାଇଟ ଅନ କରିବା କ୍ଷଣି ବିରାଟ କୋହଲି ଉପରକୁ ଦେଖନ୍ତି ଏବଂ ହସିକରି ବହୁତ ସାନଦାର ଅନ୍ଦାଜରେ କହନ୍ତି,’ଥାକ୍ସ ମାଇଁ ଲଭ ‘ ବିରାଟ ଚ୍ୟାଟ ମଧ୍ୟରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଏଭଳି ଥାଙ୍କସ କହିଲେ ଏବଂ ଏବେ ଏହି କ୍ଲିପିକୁ ସୋସିଆଲ ମିଡିଆରେ ଜମକର ସେୟାର କରାଯାଉଅଛି ତେବେ ଏହି ଭିଡ଼ିଓରେ ଅନୁଷ୍କା ନଜର ଆସୁନାହାନ୍ତି ।

କହିଦେବାକି ଲକଡାଉନ କାରଣରୁ ବିରାଟ ଓ ଅନୁଷ୍କା ମୁମ୍ବାଇରେ ନିଜର ଘରେ ଫାମିଲି ଟାଇମ ଇଂନଯଏ କରୁଅଛନ୍ତି । ଏମିତିରେ ଦୁହେଁ ଏହି ଦିନ ମାନଙ୍କରେ ଫ୍ୟାନ୍ସ ମାନଙ୍କ ସହିତ କ୍ୱାଲିଟି ଟାଇମ ଫଟୋ ଏବଂ ଭିଡ଼ିଓ ସେୟାର କରୁଅଛନ୍ତି ଯାହାକି ଖୁବ ତେଜିରେ ଭାଇରଲ ହେଉଅଛି ।

ଵର୍କଫ୍ରଣ୍ଟର କଥା କହିବା ତ ଯେଉଁଠି ବିରାଟ କୋହଲି ପଡ଼ିଆରୁ ଦୂରରେ ଅଛନ୍ତି ସେଇଠି ଅନୁଷ୍କା ଶର୍ମା ପ୍ରଡ୍ୟୁସର ଡିଜିଟଲ ପ୍ଲେଟଫର୍ମ ଉପରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅମେଜନ ପ୍ରାଇମିରେ ଅନୁଷ୍କା ଶର୍ମାଙ୍କ ୱେବ ସିରିଜ ‘ପାତାଳ ଲୋକ’ 25 ମଇରେ ରିଲିଜ ହେବାକୁ ଯାଉଅଛି ।


ସେୟାର କରନ୍ତୁ