ସନି ଲିୟୋନ ଏକ୍ଟ୍ରସ ହେବା ସହ ବିଜନେସ ବୁମନ ଅଟନ୍ତି, ଆମେରିକାରେ ଏକ ଏକର ଜାଗାରେ ତାଙ୍କର ବଙ୍ଗଳା- ଦେଖନ୍ତୁ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଏକ୍ଟ୍ରସ ସନି ଲିୟୋନ ଆଜି 39ତମ ଜନ୍ମ ଦିନର ସେଲିବ୍ରେଟ ପାଳନ କରୁଅଛନ୍ତି । 13ମଇ 1981ରେ ଜନ୍ମ ସନି ଲିୟୋନଙ୍କର ଆଜି କିଛି ପରିଚୟ କାରବାର ଆବଶ୍ୟକତା ନାହିଁ । ପୋର୍ନ ଷ୍ଟାରରୁ ବଲିଓଡ଼ ଏକ୍ଟ୍ରସ ସଫର କରିଥିବା ସନି ଲିୟୋନ ପାଇଁ ଏହି ବାର୍ଥ ଡ଼େ ଖୁବ ଖାସ ଅଟେ । ସନି ଲିୟୋନ ନିଜର ଲୁକସ, ଖୁବସୁର୍ତ୍ତି ଏବଂ ନିଜର ନିଜି ଜୀବନ ପାଇଁ ସବୁ ବେଳେ ଚର୍ଚାରେ ରହିଥାନ୍ତି । ତାଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ରହିଥାଏ । ସନି ଲିୟୋନ ସେହି ବଲିଓଡ଼ ଷ୍ଟାର ମାନଙ୍କ ଭିତରୁ ଜଣେ ଯିଏକି ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହିଥାନ୍ତି । ସନି ଲିୟୋନ ଫିଲ୍ମରେ କାମ କରିବା ସହ ବିଜନେସ ବୁମନ ମଧ୍ୟ ଅଟନ୍ତି । ତାଙ୍କର ଆମେରିକାରେ ଲାସ ଏଜେଲେସରେ ଏକ ଏକର ଜାଗାରେ ତାଙ୍କର ବଙ୍ଗଳା ମଧ୍ୟ ରହିଅଛି । ସନି ଲିୟୋନ ଓ ତାଙ୍କର ପତି ପ୍ରାୟ ସମୟ ବଙ୍ଗଳାର ଫଟୋକୁ ସେୟାର କରିଥାନ୍ତି ।

https://twitter.com/SunnyLeone/status/864865445421105152?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E864865445421105152&ref_url=https%3A%2F%2Fkhabar.ndtv.com%2Fnews%2Fbollywood%2Fsunny-leone-bungalow-in-los-angeles-america-photo-viral-on-her-birthday-2228048

ସନି ଲିୟୋନ ଓ ଡ଼େନିୟଲ ଵେବର ବର୍ଷ 2011ରେ ବିବାହ କରିଥିଲେ ଏବଂ ନିଶା ତାଙ୍କର ପ୍ରଥମ ଝିଅ ଅଟେ । ସନି ମହାରାଷ୍ଟ୍ର ଲାତୁରର 21 ମାସର ଝିଅ ନିଶାକୁ ପୂର୍ବ ବର୍ଷ ଜୁନରେ ଆଡ଼ପ୍ଟ କରିଥିଲେ । ମାର୍ଚ୍ଚ 2018ରେ ସନି ସରୋଗେସି ଜରିଆରେ ଦୁଇଟି ଯାଆଲା ପିଲା ଜନ୍ମର ଜାନକାରୀ ଦେଇଥିଲେ । ସନି ନିଜର କମ୍ପ୍ଲିଟ ପରିବାରର ପ୍ରଥମ ଫଟୋକୁ ଇନଷ୍ଟାଗ୍ରାମରେ ସାଝା କରିଥିଲେ ।

ସନି ଲିୟୋନ 2012ରେ ପୂଜା ଭଟଙ୍କ ଫିଲ୍ମ ‘ଜିସମ୍ମି 2’ଜରିଆରେ ବଲିଓଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ କେତେ ଗୁଡିଏ ସ୍ପେସିଆଲ ସଂଗୀତରେ ନଜର ଆସିଥିଲେ । ଖାସ କରି ଫିଲ୍ମ ରଇସରେ ତାଙ୍କର ଲେଲା ଗୀତରେ ଧମାଲ ମଚାଇଥିଲେ । ଏବେ ସେ ଜଲ୍ଦି ଅପକମିଂ ହରର ଫିଲ୍ମ ‘କୋକାକୋଲା’, ‘ରଙ୍ଗିଲା’ ଏବଂ ‘ବୀରମାଦେବୀ’ରେ ତାଙ୍କର ଜଲୱା ଦେଖାଇବେ । କହିଦେବାକି ସନି ଲିୟୋନଙ୍କ ଲୋକପ୍ରିୟତା ବିଗ ବସକୁ ଆସିବା ପରେ ବଢିଥିଲା ।


ସେୟାର କରନ୍ତୁ