ସ୍ୱସ୍ତିକ ଚିହ୍ନ ବ୍ୟବହାର କଲେ କଣ ମିଳିଥାଏ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆମେ ସାଧାରଣତଃ ପରିବାରର ମଙ୍ଗଳ ହେଉ ଅବା ସଂସାରର ମଙ୍ଗଳ ଉଦେଶ୍ୟରେ ହେଉ କେତେ ଗୁଡିଏ ଚିହ୍ନକୁ ବ୍ୟବହାର କରିଥାଉ । ଯାହାକି ମଙ୍ଗଳର ପ୍ରତୀକ ରୂପରେ ବ୍ୟବହାର କରାଯାଇଥାଏ । ଏଥି ମଧ୍ୟରୁ ସ୍ୱସ୍ତିକ ଚିହ୍ନ ଗୋଟିଏ ।

ଆସନ୍ତୁ ଜାଣିବା ଏହାର କେତେ ଗୁଡିଏ ମାହାତ୍ମ୍ୟ ବିଷୟରେ..

ଏହା ମାତା ଶ୍ରୀ ଲକ୍ଷ୍ମୀଙ୍କର ପ୍ରତୀକ ।
ଏହା ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।
ଏହାର ଚାରି ବହୁ ବିଷଣଟୁଙ୍କର ଚାରି ଅସ୍ତ୍ର ଅଟନ୍ତି ।

ଏହା ଦ୍ୱାରା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡିଥାଏ ।
ଏହା ଧାରଣ କରିବା ଦ୍ୱାରା ଦୁଃଖ ଓ ଶୋକ ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତି କରାଇଥାଏ ।

ମନରେ ପବିତ୍ର ଭାବ ଉଦୟ ହୋଇଥାଏ ।
ଏହାକୁ ବ୍ୟବହାର କରିବା ଦ୍ୱାରା ପରିବାରରେ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।


ସେୟାର କରନ୍ତୁ