ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ସୁସମ୍ବାଦ ପ୍ରାପ୍ତ ଏବଂ ବ୍ୟବସାୟରେ ପ୍ରଗତି ହୋଇପାରେ । ଅଧୁରା ଥିବା କାମ ସ˚ପୂର୍ଣ୍ଣ ହେବ। କଳାତ୍ମକ କାର୍ଯ୍ୟରେ ମନ ଲାଗିପାରେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।ପ୍ରେମରେ ସଫଳତା ମିଳିବ ।

ବୃଷ: ଆଜି ଦିନଟି ଆପଣଙ୍କ କ୍ୟାରିୟର ପ୍ରତି ଭଲ ରହିଛି । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: ବିଭିନ୍ନ ଦିଗରୁ ସହଯୋଗ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରୀମାନେ ଲେଖାପଢ଼ା ନେଇ ଯୋଜନା କରିବେ। କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।

କର୍କଟ: କିଛି ଜରୁରୀ ବାହାରକୁ ଯାଇପାରନ୍ତି । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।

ସି˚ହ: ଜୀବନସାଥୀଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟରେ ଭଲ ଲାଭ ହେବ।ମନ ପ୍ରସନ୍ନ ରହିବ । ବିବାଦରେ ବିଜୟୀ ହେବେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

କନ୍ୟା: ସୁସମ୍ବାଦ ପ୍ରାପ୍ତ ଏବଂ ବ୍ୟବସାୟରେ ପ୍ରଗତି ହୋଇପାରେ । ଅଧୁରା ଥିବା କାମ ସ˚ପୂର୍ଣ୍ଣ ହେବ । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ତୁଳା: ମାଲିମୋକଦ୍ଦମାରେ ବିଜୟୀ ହେବେ । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।
ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ ।

ଧନୁ: ଅନ୍ୟ ଲୋକଙ୍କ ଜରିଆରେ ଆପଣଙ୍କ କାମଟିକୁ ପୂରା କରିବାରେ ସକ୍ଷମ ହେବେ । ସମାଜରେ ମାନ ସମ୍ମାନ ପାଇବାର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।

ମକର: ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କଲେ ଫଳ ମିଳିବ । ପ୍ରେମ ଓ ଭଲ ପାଇବା କ୍ଷେତ୍ରରେ ସତେଜତା ଅନୁଭବ କରିବେ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ ।


ସେୟାର କରନ୍ତୁ