ଶ୍ରେୟା ଚୌଧୁରୀଙ୍କ ଠୁମକା ଷ୍ଟେଜରେ ଲଗାଇଲା ନିଆଁ, ଫ୍ୟାନ୍ସ ସପନା ଚୌଧୁରୀଙ୍କ ସହ କରୁଛନ୍ତି ତୁଳନା

ସିନେମା
ସେୟାର କରନ୍ତୁ

ହରିୟାଣାବି ଗୀତ : ହରିୟାଣାବି ଗୀତଗୁଡ଼ିକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଯେ କୌଣସି ଫଙ୍କସନ ହେଉନା କାହିଁକି, ଲୋକମାନେ ହରିୟାଣୀବି ଗୀତରେ ନାଚିବାକୁ ବହୁତ ପସନ୍ଦ କରନ୍ତି । ଡ୍ୟାନ୍ସର ଶ୍ରେୟା ଚୌଧୁରୀଙ୍କ ଗୀତ ଏହି ସମୟରେ ସୋସିଆଲ ମିଡିଆରେ ଛାଇ ରହିଛି । ଶ୍ରେୟା ବର୍ତ୍ତମାନ ସପନା ଚୌଧୁରୀଙ୍କୁ ଟକ୍କର ଦେଉଛନ୍ତି । ଏହି ସମୟରେ ତାଙ୍କ ଗୀତ ଭାଇରାଲ ହେବାରେ ଲାଗିଛି । ତେବେ ଏଥି ସହିତ ତାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଧୁମ ମଚାଉଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ତାଙ୍କର ଏହି ଗୀତ ଗଣକର ତିଜାରାଙ୍କର ଅଟେ । ପ୍ରଶଂସକମାନେ ଶ୍ରେୟାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ବାରମ୍ବାର ଖୋଜୁଛନ୍ତି । ଶ୍ରେୟାଙ୍କ ଏହି ଡ୍ୟାନ୍ସ ଭିଡିଓରେ ଲକ୍ଷ ଲକ୍ଷ ବ୍ୟୁଜ ଆସୁଅଛି ।

ଏହି ଗୀତକୁ ଅକ୍ଷସା ଅକ୍କି ଗାଇଛନ୍ତି । ଏଥି ସହିତ ଏହି ଗୀତକୁ ଆର୍ଯ୍ୟନ୍ ଲେଖିଛନ୍ତି । କହିବାକି ସୋସିଆଲ ମିଡିଆରେ ଶ୍ରେୟାଙ୍କ ଲୋକପ୍ରିୟତା ବଢୁଅଛି । ପ୍ରଶଂସକମାନେ ତାଙ୍କ ଭିଡିଓ ୟୁଟ୍ୟୁବରେ ବାରମ୍ବାର ଦେଖୁଛନ୍ତି ।


ସେୟାର କରନ୍ତୁ