ମୁମ୍ବାଇ : ନୋରା ଫତେହି କେବେ ମଧ୍ୟ ନିଜ ଷ୍ଟାଇଲରେ ପ୍ରଶଂସକମାନଙ୍କୁ ନିରାଶ କରିନାହାଁନ୍ତି । ପ୍ୟାଣ୍ଟସୁଟ୍ ଠାରୁ ଆରମ୍ଭ କରି ଶାଢ଼ୀ, ଫ୍ଲୋର୍-ସୁଇପିଙ୍ଗ୍ ଗାଉନ୍, ବଡିକନ୍ ଡ୍ରେସ ପର୍ଯ୍ୟନ୍ତ, ଦିବା ପ୍ରତ୍ୟେକ ପୋଷାକକୁ ରୋକ୍ ଦେଇଛନ୍ତି । ନୋରା ଫତେହି ଅନେକ ଗୀତରେ ନିଜର ଚମତ୍କାର ଡ୍ୟାନ୍ସ ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଏବଂ ବର୍ତ୍ତମାନ ସେ ନିଜ ଷ୍ଟାଇଲରେ ହୃଦୟ ଜିତିଛନ୍ତି ।

ଯେତେବେଳେ ଫ୍ୟାଶନ୍ କଥା ଆସେ, ଗୋଟିଏ ଝିଅ ପ୍ୟାଣ୍ଟସୁଟ୍ ରେ ଅଧିକ ବୋଲ୍ଡ ଦେଖାଯାଏ । ନୋରା ଏହି ସତ୍ୟକୁ ବାରମ୍ବାର ପ୍ରମାଣ କରିଆସୁଛନ୍ତି । କଳା ରଙ୍ଗର ଏହି କ୍ଲାସି ସୁଟରେ ନୋରା ଚମତ୍କାର ଦେଖାଯାଉଛନ୍ତି । ଲୁକ୍ ସଂପୂର୍ଣ୍ଣ କରିବା ପାଇଁ ସେ ଏହାକୁ କଳା ପମ୍ପ ଏବଂ ଏକ ହାଲୁକା ପୋନିଟେଲ୍ ସହିତ ଷ୍ଟାଇଲ୍ କରିଥିଲେ ।

ନୋରା ସବୁବେଳେ ଗାଉନ୍ ପିନ୍ଧିବାକୁ ଭଲ ପାଆନ୍ତି । ଏହା ହେଉଛି ଏକ ପୋଷାକ ଯାହା ସହିତ ସେ ସର୍ବାଧିକ ପରୀକ୍ଷଣ କରିଛନ୍ତି, ଯେଉଁଥିରୁ ଆମେ ଆଜି ଗୋଟିଏ ବାଛିଛୁ । ନୋରାଙ୍କର ଏକ ଷୋଲଡ଼ର ପରପଲ ଅଗ୍ରେଂନା ଗାଉନ୍,ଟିୟର ପ୍ଳିଟ୍ସ ସ୍ତର ସହିତ ଏପର୍ଯ୍ୟନ୍ତ ତାଙ୍କର ହାଇଲାଇଟ ଲୁକ ମଧ୍ୟରୁ ଗୋଟିଏ ଅଟେ ।

ଡିଜାଇନର୍ ଗାଉନରେ ନୋରା ଫତେହି ଆମକୁ ପୁଣି ଆଶ୍ଚର୍ଯ୍ୟ କରିଦେଲେ । ଦିବା ଏହି ବ୍ଲାକ ଆଣ୍ଡ ହ୍ୱାଇଟ ନମ୍ବରରେ ଏକ ପ୍ରିସେସ ପୋଜ୍ ଦେଇଥିଲେ ।

ନୋରା ଏହି ଭାରୀ ଏମ୍ବ୍ରୋଡେଡ୍ ଗାଉନରେ ପ୍ରିଣ୍ଟ ପାଇଁ ତାଙ୍କର ଭଲପାଇବା ଦେଖାଇଥିଲେ, ଯାହାକୁ ସେ ଏକ ଆୱାର୍ଡ ଶୋ’ରେ ପିନ୍ଧିଥିଲେ । ଏହି ଲୁକରେ ନୋରାଙ୍କ ସୌନ୍ଦର୍ଯ୍ୟ ଦେଖାଯାଉଥିଲା ।