ବରୁଣ ଧାୱନ ଏବଂ ଜାହ୍ନବୀ କପୁରଙ୍କ BAWAAL ଯୋଡିର ପ୍ରସ୍ତୁତି ଆରମ୍ଭ, କଣ ଦର୍ଶକଙ୍କୁ ପସନ୍ଦ ଆସିବ ?

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦଙ୍ଗଲର ନିର୍ଦେଶକ ନୀତେଶ ତିୱାରୀ ବରୁଣ ଧାୱନ ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ଆଗାମୀ ପ୍ରେମ କାହାଣୀ ଫିଲ୍ମ ‘ବବାଲ’ର ଶୀଘ୍ର ସୁଟିଂ ଆରମ୍ଭ ହେବ । ମାସାଧିକ ପ୍ରସ୍ତୁତି ପରେ ରବିବାରକୁ ଲଖନଉରେ ବବାଲର ସମୟ ଥିଲା ,ଯେଉଁଠାରେ ଫିଲ୍ମର ପ୍ରଥମ schedule ର ସୁଟିଂ କରାଯିବ ।

ଏହା ପ୍ରଥମଥର ହେବ ଯେବେ କି ବରୁଣ ଏବଂ ଜାହ୍ନବୀ ଏକାଠି ଫିଲ୍ମ ରେ ନଜର ଆସିବେ ।
ଫିଲ୍ମ ର ସୁଟିଂ ତିନ ଭାରତୀୟ ସ୍ଥାନ ଓ ପ୍ୟାରିସ ସହିତ ପାଞ୍ଚ ୟୁରୋପୀୟ ଦେଶରେ ସୁଟିଂ କରାଯିବ । ସାଯିଦ ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ 7 ଏପ୍ରିଲ 2023 କୁ ସିନେମା ଘରେ ରିଲିଜ ହେବ ।

ଜାହ୍ନବୀ କପୁରଙ୍କ ସହିତ ନିଜର ଆଗାମୀ ଫିଲ୍ମ ବବାଲ’ର ଘୋଷଣା କରି ବରୁଣ ଧାୱନ ଲେଖିଛନ୍ତି ଏବେ ହେବ ‘ବବାଲ’ BAWAAL!, ଜାହ୍ନବୀ କପୁରଙ୍କ ସହ ନିଜ ଫିଲ୍ମର ଘୋଷଣା କରିବା ପାଇଁ ବହୁତ ଉତ୍ସାହିତ ଏବଂ ଆଭାର ଅଟେ । ଗୁଡ଼ ଫ୍ରାଇଡେ ରେ ଆପଣଙ୍କୁ ସିନେମା ଘରେ ଦେଖିବାର ଅପେକ୍ଷା ଅଛି ।

ଅପରପକ୍ଷେ, ଜାହ୍ନବୀ କପୁର ନିଜ ପୋଷ୍ଟର କ୍ୟାପ୍ସନ ଦେଇଛନ୍ତି, ସାଯିଦ ନାଡିୟାଡୱାଲା ଏବଂ ନୀତେଶ ତିୱାରୀଙ୍କ ସହ ହାତ ମିଳାଇବାରେ ବରୁଣ ଧାୱନଙ୍କ ସହ BAWAAL ଘୋଷଣା କରିବାରେ ବହୁତ ଉତ୍ସାହିତ ଏବଂ ଖୁସି ଅଟେ । 7 ଏପ୍ରିଲ 2023ରେ ସିନେମା ଘରେ ଦେଖାହେବା ।


ସେୟାର କରନ୍ତୁ