ବ୍ଲାକ ମର୍ମେଡ଼ ପୋଷାକରେ ମଟକ ମଟକ କରି କିଛି ଏମିତି ଢଙ୍ଗରେ ଚାଲିଲେ nora fatehi, ମସ୍ତାନୀ ଚାଲିରେ ଲକ୍ଷ ଲକ୍ଷ ହୃଦୟ ଅଟକିଲା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ର ଦୀଲବର ଗାର୍ଲ ନୋରା ଫତେହୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ, ନୋରା କ୍ୟାରିୟରର ଏହି ମୁକାମ ନିଜ ପରିଶ୍ରମ ବଳରେ ହାସଲ କରିଛନ୍ତି । ନୋରା ଫତେହୀଙ୍କୁ ଚାଁହୁଥିବା ଲୋକଙ୍କ ଲିଷ୍ଟ ବହୁତ ଲମ୍ବା ଅଟେ । ଏଇଥିପାଇଁ instagram ରେ ବି ତାଙ୍କର ଲମ୍ବା ଚୌଡା followers ଙ୍କ ଲିଷ୍ଟ ଅଛି । ନୋରା ଫତେହୀଙ୍କ ଗୀତ ସଦାବେଳେ ସୋସିଆଲ ମେଡିଆରେ ଟ୍ରେଣ୍ଡ କରିଥାଏ । ଏହି ସମୟରେ ନୋରାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଇଣ୍ଟରନେଟ ରେ ବହୁତ viral ହେଉଛି ।

ନୋରା ଫତେହୀଙ୍କ ପ୍ରଶଂସକ ତାଙ୍କର ନୂଆ ନୂଆ ଫୋଟୋ ଓ ଭିଡ଼ିଓ ସେୟାର କରିଥାନ୍ତି । ଏହି ସମୟରେ ନୋରା ଫତେହୀଙ୍କ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସୁଛି ,ଯାହାକି ବୁମ୍ପଲାର ଭିଡ଼ିଓ, ଯାହାକୁ ନୋରାଙ୍କ ଫ୍ୟାନ କ୍ଲବ ବି instagram ରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ନୋରା ଫତେହୀ କଳା ରଙ୍ଗର ମର୍ମେଡ଼ ଡ୍ରେସ ପିନ୍ଧି କ୍ୟାମେରା ଆଗରେ ପୋଜ ଦେବା ଦେଖାଯାଉଛନ୍ତି । ନୋରା ଭିଡ଼ିଓରେ କଳା ଡ୍ରେସ ପିନ୍ଧି ମଟକ ମଟକ କରି ଚାଲୁଥିବା ନଜର ଆସୁଛନ୍ତି ।

ଭିଡ଼ିଓରେ ନୋରାଙ୍କ ଦୀଲକସ ଅନ୍ଦାଜ ଆପଣଙ୍କୁ ବି ତାଙ୍କର ଦିବାନା ବନାଇପାରେ । ନୋରାଙ୍କ ଏହି ଲୁକ ଦେଖୁ ଦେଖୁ ସୋସିଆଲ ମେଡିଆରେ viral ହୋଇଯାଇଛି । ଏହି ଲୁକ ରେ ନୋରାଙ୍କ ଅନେକ ଫୋଟୋ ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସୁଛି । ନୋରାଙ୍କ ଏହି ଭିଡ଼ିଓ ହଜାରେ ଥର ଦେଖାଯାଇସାରିଛି । ବତାଇଦେଉଛୁ କି ନୋରା ଫତେହୀ ଖୁବ ଶୀଘ୍ର ରିଅଲିଟି ସୋ ଡାନ୍ସ ଦୀଵାନୀ ଜୁନିୟରରେ ଜଜ ହେବା ନଜର ଆସିବେ । ତାଙ୍କର ଏହି ଲୁକ ଡାନ୍ସ ଦୀଵାନୀ ଜୁନିୟର ସେଟର ବାହାରର ଅଟେ । ଡାନ୍ସ ଦୀଵାନୀ ଜୁନିୟରରେ ନୋରାଙ୍କ ବ୍ୟତୀତ ନିତୁ କପୁର ଓ ମର୍ଜୀ ମଧ୍ୟ ସୋ’ରେ ଜଜ କରିବା ଦେଖାଯିବେ ।


ସେୟାର କରନ୍ତୁ