xiomeର ନୁଆ ଫୋନେ ଚା ପିଇବା ସହ କରିପାରିବେ ମୋବାଇଲ ଚାର୍ଜ

Truthink
ସେୟାର କରନ୍ତୁ

ସାଓମିର ଏହି ଓ୍ଵାର୍ମ କପରେ ୟୁଜରଙ୍କ କଫି ୫୫ ଡିଗ୍ରୀ ସେଲସିୟସ କନଷ୍ଟାଣ୍ଟ ଟେମ୍ପରେଚରରେ ରହିବ। ଏହା ଓ୍ଵୟାରଲେସ୍‌ ଚାର୍ଜିଂ ଟେକ୍ନୋଲୋଜି ଜରିଆରେ କରାଯିବ। ୟୁଜରଙ୍କୁ ନିଜ ଚା କିମ୍ବା କଫିକୁ ଗରମ ରଖିବାକୁ ହେଲେ ଏହାକୁ କେବଳ ନେଇ ଓ୍ଵୟାରଲେସ୍‌ ଚାର୍ଜିଂ ପ୍ୟାଡ୍‌ ଉପରେ ରଖିବାକୁ ହେବ। ସାଓମିର କହିବାନୁଯାୟୀ ପାରମ୍ପରିକ ଓ୍ଵାଇଡ୍‌ ହିଟିଂ ହାଇ-ଟେକ ଏବଂ ତାହା ଠାରୁ ଅଧିକ ସୁରକ୍ଷିତ ମଧ୍ୟ। କୁହାଯାଇଛି ଯେ ଏହି ଓ୍ଵାର୍ମ କପ୍‌ ସେରେମିକରେ ନିିର୍ମିତ ହୋଇଛି। ଏହା ପୂରାପୁରୀ ଭାବରେ ଓ୍ଵାଟରପ୍ରୁଫ୍‌। ଏହି ଓ୍ଵୟାରଲେସ୍‌ କପକୁ ସାଧାରଣ କପ୍‌ ଭଳି ବ୍ୟବହାର କରିପାରିବା ସହିତ ଏହାକୁ ସାଧାରଣ କପ୍‌ ଭଳି ସଫା ମଧ୍ୟ କରିପାରିବେ। ଫୋନ ମଧ୍ୟ ଚାର୍ଜ ହେବ ଏହାର ଆଉ ଗୋଟେ ଖାସିୟତ ହେଉଛି ଆପଣ ଏହାର ଓ୍ଵୟାରଲେସ୍‌ ଚାଜିଂ ପ୍ୟାଡର ବ୍ୟବହାର ସାଓମି ଫୋନକୁ ଚାର୍ଜ କରାଇବାରେ ମଧ୍ୟ କରିପାରିବେ।


ସେୟାର କରନ୍ତୁ