ଜାଣିରଖନ୍ତୁ ୨୬ରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣରେ କଣ କରିବେ କଣ ନାହିଁ

Truthink
ସେୟାର କରନ୍ତୁ

ବନ୍ଧୁଗଣ ଏ ବର୍ଷ 26 ଡିସେମ୍ବର ରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ହେଉଛି ୲ ଯାହାକି ଗୁରୁବାର ପଡୁଛି ୲ ହିନ୍ଦୁ ରୀତି ଅନୁସାରେ ପୌଷ ମାସ ଅମାବାସ୍ୟା ରେ ଏସ ହେବାକୁ ଯାଉଛି ୲ ତେବେ ଏହି ଗ୍ରହଣ ସକାଳ 8ଟା 17 ମିନଟ ରୁ ଆରମ୍ଭ ହେଇ ଦିନ 10 ଟା 57 ମିନିଟ ପର୍ଯ୍ୟନ୍ତ ରହିବ ୲ ତେବେ ଏହାର ପୁର୍ଣ ଅବଧି 2 ଘଣ୍ଟା 4ମିନିଟ ରହିବ ବୋଲି ଜଣାପଡିଛି ୲ ତେବେ 12 ଘଣ୍ଟା ଆଗରୁ ଖାଇବା ବନ୍ଦ ହେବାକୁ କୁହାଯାଇଛି ୲

ତେବେ ଏହା ସହ ମନ୍ଦିର ପୂଜା ବନ୍ଦ ରହିବ ୲ ତେବେ ଏହା ବୁଧବାର ରାତିରୁ ମାନିବ ପାଇଁ କୁହ ଯାଇଛି ୲ ତେବେ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ପ୍ରାୟ ସବୁ ରାଶିରେ ପଡିବ ବୋଲି ଜଣା ପଡିଛି ୲ ତେବେ କୁମ୍ଭ ଓ ମିନା ରାଶି ପାଇଁ ଏହା ଶୁଭ ଫଳ ଦେବା ବୋଲି ଜଣା ପଡିଛି ୲ ସେହିପରି ଅନ୍ୟ ରାଶିମାନଙ୍କ ପାଇଁ ମିଶ୍ରିତ ରହିବ ବୋଲି ଜଣା ପଡିଛି ୲

ତେବେ ଚାଲନ୍ତୁ ଆଜି ଜାଣିବା ଯେ ସୂର୍ଯ୍ୟ ପରାଗ ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହଁ ୲ ନିଶ୍ଚୟ ଜାଣିରଖନ୍ତୁ ଓ ଆପଣଙ୍କ ପରିବାର ସହ ସେୟାର କରି ସମସ୍ତଙ୍କୁ ଜଣେଇ ଦିୟନ୍ତୁ ୲ କଣ କରିବେ – ତେବେ ସମସ୍ତଙ୍କ ମାତ୍ରାରେ ସବୁଠୁ ଆଗ ଗୋଟେ ପ୍ରଶ୍ନ ଆସେ ଯେ ଏହି ସମୟରେ ପୂଜା କରିବା ଉଚିତ କି ନାହିଁ ? ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ମୂର୍ତି ପୂଜା ସମ୍ପୂର୍ଣ ନିଷିଦ୍ଧ ଅଟେ ୲

ଏହି ସମୟରେ ଘରେ କିମ୍ବା ମନ୍ଦିର ରେ ପୂଜା କରିବା ସମ୍ପୂର୍ଣ ନିଷିଦ୍ଧ ଅଟେ ୲ ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁ ଯେ ଏହି ସମୟରେ ଆପଣ କୌଣସି ଭଗବାନଙ୍କ ମନ୍ତ୍ର ଜପ କରନ୍ତୁ ୲ ନିଶ୍ଚିତ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ ୲  ବେଦ ବ୍ୟାସ ଙ୍କ ଅନୁସାରେ ଏହି ଦିନ ମନ୍ତ୍ର ଜପ କଲେ ଆପଣଙ୍କ ବିଶେଷ ଲାଭ ହେଇଥାଏ ୲

ଏହି ସମାୟାରେ ଭଗବାନ ଙ୍କୁ ସ୍ମରଣ କଲେ 10 ଗୁଣ ଅଧିକ ଫଳ ମିଳିଥାଏ ବୋଲି କୁହାଯାଏ ୲ ସେଥିପାଇଁ କୌଣସି ଗୁରୁମନ୍ତ୍ର ନିଶ୍ଚୟ ଜପ କରିବ ଦରକାର ୲ ସୁନ୍ଦରା କାଣ୍ଡ ପଢନ୍ତୁ ,ଏହି ସମୟରେ ଦାନ ଧର୍ମ କରନ୍ତୁ ,ତେବେ ଗ୍ରହଣ ସାରିବା ପରେ କପଡା ବଦଳିବ ସହ ଗାଧେଇବା ଦରକାର ୲ କଣ କରିବେ ନାହିଁ – ତେବେ ଇତଃରେ ସବୁଠୁ ବଡ କଥା ଜାଣିରଖନ୍ତୁ ଯେ ସୂର୍ଯ୍ୟପରାଗ ସମୟରେ କଣ କରିବ ଅନୁଚିତ ୲

ତେବେ ସୂର୍ଯ୍ୟପରାଗ ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ୲ କୌଣସି ପ୍ରକାର ଧାର୍ମିକ ଗଛର କ୍ଷତି କରନ୍ତୁ ନାହିଁ ୲ ତେବେ ସୂର୍ଯ୍ୟପରାଗ ସମୟରେ ଭୁଲ ରେ ମଧ୍ୟ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ୲ ଏହି ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘରୁ ନ ବାହାରିବା ଉଚିତ ୲ ଏହି ସମାୟାରେ ନିଜ ହାତରେ କୌଣସି ଜିନିଷ କାଟନ୍ତୁ ନାହିଁ ୲ ତେବେ ଏହା ସହ କହିରଖୁ ସୂର୍ଯ୍ୟପରାଗ ସମୟରେ ଭୁଲ ରେ ମଧ୍ୟ ଶୁଅନ୍ତୁ ନାହିଁ ୲


ସେୟାର କରନ୍ତୁ