ଆପଣ ମଧୁମେହ ରୋଗୀକି ତେବେ ଖାଆନ୍ତୁ ଏହି ଫଳ,ନିୟନ୍ତ୍ରଣରେ ରହିବ ରୋଗ

Truthink
ସେୟାର କରନ୍ତୁ

ସାରା ଦୁନିଆରେ ୪୦କୋଟିରୁ ଅଧିକ ଲୋକ ଡ଼ାଇବେଟିସ ବା ମଧୁମେହ ରୋଗରେ ପୀଡ଼ିତ । ତେବେ ଗତ ୩୦ବର୍ଷ ମଧ୍ୟରେ ଡ଼ାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଡ଼ାଇବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକର ଅଧିକ ସମ୍ଭାବନା ରହିଥାଏ । ଏହି ରୋଗର ନିୟମିତ ଚିକିତ୍ସା ନକଲେ ମଣିଷର ଜୀବନ ବି ଯାଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇଲେ ଡ଼ାଇବେଟିସ ନିୟନ୍ତ୍ରଣ ହୋଇପାରିବ।
କମଳା:କମଳାରେ ଭିଟାମିନ-ସି ରହିଥାଏ। ଯାହାକୁ ସବୁଠାରୁ ଶକ୍ତିଶାଳୀ ଆଣ୍ଟିଅକସାଇଡ଼ ଭାବେ କୁହାଯାଏ। କମଳାରେ ଫାଇବର ମଧ୍ୟ ରହିଥାଏ। ଯାହା ମଣିଷର ମେଟାବୋଲିଜମ ଷ୍ଟିଟମ ସକ୍ରିୟ କରିଥାଏ ।ଏଥିରେ ବ୍ଲଡ଼ ପ୍ରେସର ଓ ସୁଗାର ମଧ୍ୟ କଣ୍ଟ୍ରୋଲ ରହିଥାଏ ।
ନାଶପତି:ନାଶପତିକୁ ଚର୍ମ ସହିତ ସମ୍ପର୍କ ବିଭିନ୍ନ ରୋଗ ଦୂର କରିବାରେ ଏହା ରାମବାଣ ସଦୃଶ ଅଟୋ। ଏଥିରେ ଲାଇକୋମିକ ବହୁତ କମ ମାତ୍ରାରେ ରହିଥାଏ । ଯାହା ସୁଗାର କଣ୍ଟ୍ରୋଲ ରଖିବାରେ ସାହାର୍ଯ୍ୟ କରିଥାଏ।
ପିଜୁଳି: ପିଜୁଳିରେ ବହୁ ପରିମାଣର ପୋଟାସିୟମ ଓ କମ ସୋଡ଼ିୟମ ରହିଥିବା ଯୋଗୁଁ ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ। ପିଜୁଳିରେ ଫାଇବର,ଲାଇକୋମିକ ଓ ଭିଟାମିନ ସି ରହିଥାଏ।
ସେଓ:ସେଓରେ ଏକ ଖାସ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ ଯାହାକୁ ଏଥ୍ରୋସାୟାନିନ କୁହାଯାଇଥାଏ ।ଏହା ଶରୀରର ମୋଟାବିଲିକ ବେଲସରେ ମଧ୍ୟ ସୁଧାର ଆଣିଥାଏ।
ଅଙ୍ଗୁର: ରକ୍ତରେ ସୁଗାର ନିୟନ୍ତ୍ରଣ ରଖିବାରେ ଅଙ୍ଗୁର ସବୁଠାରୁ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ରକ୍ତରେ ଥିବା ଇନସୁଲିନକୁ ସନ୍ତୁଳିତ କରିଥାଏ ।


ସେୟାର କରନ୍ତୁ