ଖୁବଶୀଘ୍ର ବଜାରକୁ ଆସିବ ଗୁଗୁଲ ପିକ୍ସେଲ 4a, ଜଣିରଖନ୍ତୁ କଣ ରହିଛି ଏହାର ଫିଚର

Truthink
ସେୟାର କରନ୍ତୁ

ଖୁବ୍ ଶୀଘ୍ର ଗୁଗଲ ତାର ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ ବଜାରକୁ ଆଣିବା ଲାଗି ପ୍ରସ୍ତୁତି ଚଲାଇଛି । ଏହି ସ୍ମାର୍ଟଫୋନ୍ ନାଁ ରହିଛି ଗୁଗଲ ପିକ୍ସେଲ ୪ଏ । ଯେଉଁଥିରେ ଡୁଆଲ ରିୟର କ୍ୟାମେରା ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ୍ ରହିବ ବୋଲି ଜାଣିବାକୁ ମିଳିଛି ।
ଏହାସହିତ ଗୁଗଲ ପିକ୍ସଲ ୪ଏ ରିକଗ୍ନିଶନ ଟେକ୍ନୋଲଜି, ଫିଙ୍ଗରପ୍ରିଣ୍ଟ ରିଡର ଏବଂ ହେଡଫୋନ୍ ଜ୍ୟାକ୍ ଭଳି ସୁବିଧା ରହିଛି । ଏହାବ୍ୟତିତ ଏହି ସ୍ମାର୍ଟଫୋନ୍ ରେ ୫.୭ ଇଞ୍ଚ୍ ର ଡିସପ୍ଲେ ଏବଂ ସ୍ନାପଡ୍ରାଗନ ୬୦୦ ବା ୭୦୦ ସିରିଜ୍ ର ପ୍ରୋସେସର ସହିତ ଲଞ୍ଚ ହେବ ।


ସେୟାର କରନ୍ତୁ