ମଲାଇକା ଅରୋରା ଏମିତି ଅନ୍ଦାଜରେ ଯୋଗ କରୁଥିବାର ଆସିଲେ ନଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ମଲାଇକା ଅରୋରା ଏହି ସମୟରେ ନିଜର ଗ୍ଲାମର୍ସ ଲୁକ ପାଇଁ ଚର୍ଚାରେ ଅଛନ୍ତି । ତାଙ୍କର ଫଟୋ ହେଉ ଅବା ଭିଡ଼ିଓ ସୋସିଆଲ ମିଡିଆରେ ସବୁବେଳେ ଚର୍ଚା ସାଉଁଟି ଥାଏ । ତେବେ ଏକ୍ଟ୍ରସ ନିଜର ଯୋଗ କରୁଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକି ଖୁବ ଭାଇରଲ ହେଉଅଛି । ଏହି ଫଟୋରେ ଏକଟର୍ସ ନ୍ୟୂଡ଼ ସୋଡ କ୍ରାମ୍ପ ଟାମ୍ପ ଏବଂ ଟାଇଟରେ ନଜର ଆସୁଛନ୍ତି । ଏହି ଫଟୋକୁ ନିଜେ ଏକ୍ଟ୍ରସ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହାକୁ ପୋଷ୍ଟ କରି ସେ କହିଛନ୍ତି କି ଏମିତି କପଡା ପିନ୍ଧନ୍ତୁ ଯାହା ତୁମ ସାଥିରେ ଚାଲିବ । ଏହି ଫଟୋରେ ମଲାଇକା ଅରୋରାଙ୍କର ଅନ୍ଦାଜ ଦେଖିବାକୁ ମିଳିବ ।

ମଲାଇକା ଅରୋରାଙ୍କର ଏହି ଫଟୋ ଉପରେ ତାଙ୍କର ଫ୍ୟାନ୍ସ ଖୁବ ରିଏକ୍ସନ ଦେଉଅଛନ୍ତି । ଏହାକୁ ସେୟାର କରି ଆକଟର୍ସ ଲେଖିଲେ, ‘ଏମିତି କପଡା ପିନ୍ଧନ୍ତୁ ଯାହା ତୁମ ସାଥିରେ ଚାଲିବ।’ କହିବାକି ଏହି ଫଟୋ ପୂର୍ବରୁ ଏକ୍ଟ୍ରସଙ୍କର କିଛି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ସୁରଖିୟା ସାଉଁଟି ଥିଲା । ଏହି ଭିଡ଼ିଓରେ ମଲାଇକା ନିଜର କାରରୁ ବାହାରି ଜିମ ତରଫଙ୍କୁ ଯାଉଥିଲେ । ତେବେ ସେଇଠିଥିବା ଫଟୋଗ୍ରାଫର ତାଙ୍କୁ ଫଟୋ ଉଠାଇବା ପାଇଁ କହିଥିଲେ,ଯାହା ଉପରେ ଏକ୍ଟ୍ରସ ପଛକୁ ମୋଡ଼ି ପୂଜ ଦେଇଥିଲେ । ନିଜର ଏହି ଜିମ ଲୁକରେ ମଲାଇକା ଅରୋରା ନ୍ୟୂଡ଼ ସୁଟ ଆଉଟଫିଟ ସାଥିରେ ହେୟାରଷ୍ଟାଇଲରେ ନଜର ଆସିଥିଲେ ।

ଵର୍କ ଫ୍ରଣ୍ଟର କଥା କହିବାତ ମଲାଇକା ଅରୋରା ଏହି ସମୟରେ ସୋନି ଟିଭିରେ ଆସିବାକୁଥିବା ଇଣ୍ଡିୟାଜ ବେଷ୍ଟ ଡ୍ୟାନ୍ସରକୁ ଜଜ କରୁଅଛନ୍ତି । ଏହି ଶୋରେ ତାଙ୍କ ସାଥିରେ ଟେରେନ୍ସ ଲୁଇସ ଏବଂ କୋରିଓଗ୍ରାଫର ଗୀତା କପୁର ମଧ୍ୟ ସପୋର୍ଟ ଜଜ ନଜର ଆସୁଛନ୍ତି । ଏହା ବ୍ୟତୀତ ମଲାଇକା ଅରୋରା MTVରେ ଆସିଥିବା ଇଣ୍ଡିୟାଜ ବେଷ୍ଟ ସୁପର ମଡ଼େଲରେ ମଧ୍ୟ ସପୋର୍ଟ ଜଜ ହିସାବରେ ନଜର ଆସିଥିଲେ ।


ସେୟାର କରନ୍ତୁ