ଏକ ହଜାର ଲୋକଙ୍କ ସାମ୍ନାରେ ହୋଇଥିଲା ମାଧୁରୀଙ୍କ ଏହି ହିଟ ଗୀତର ସୁଟିଂ, ସ୍କ୍ରିନ ଆଗରେ ପଇସା ଫିଙ୍ଗୁଥିଲେ ଲୋକେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଗୋଟିଏ ସମୟରେ ବଲିଓଡ଼ର ହିଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଟପ ଅଭିନେତ୍ରୀ ଥିଲେ । ତାଙ୍କର ଗୀତ ଏବଂ ଡ୍ୟାନ୍ସ ଆଜି ମଧ୍ୟ ବହୁତ ପପୁଲାର ଅଛି । ତେବେ ମାଧୁରୀ ଟୁଇଟରରେ ଫ୍ୟାନ୍ସ ମାନଙ୍କ ସହ ଏକ ଗେମ ଖେଳିଲେ । ଏହି ଗେମରେ ମାଧୁରୀ ଫ୍ୟାନ୍ସ ମାନଙ୍କୁ ତାଙ୍କର ଫେବରେଟ ମାଧୁରୀ ଦୀକ୍ଷିତ ସ୍ନାଗର ନାମ ପଚାରିଲେ ଏବଂ ପୁଣି ସେହି ଗୀତାରେ ଯୋଡି ହୋଇଥିବା ୟାଦେକୁ ସାଝା କରିଲେ । ଏହି ଗେମ ସମୟରେ ମାଧୁରୀ କେତେ ଗୁଡିଏ ମଜାଦାର କଥାର ଖୋଲାସା କରିଥିଲେ ।

ଏଥି ମଧ୍ୟରୁ ସେ ନିଜର ଅଲ ଟାଇମ ହିଟ ସଙ୍ଗ ‘ଏକ ଦୁ ତିନ’ ଗୀତାରେ ଯୋଡ଼ି ହୋଇଥିବା ୟାଦେ ମଧ୍ୟ ସେୟାର କରିଥିଲେ । ମାଧୁରୀ କହିଥିଲେ କି ଏହି ଗୀତର ସୁଟିଂ ପାଇଁ ସେ 10-15 ଦିନ ଆଗରୁ ରିଏଲସେଲ ଆରମ୍ଭ କରିଦେଇଥିଲେ । ଗୀତ ପାଇଁ ଏକ ହଜାର ଲୋକଙ୍କର ଅସଲି ଭିଡ଼ ଲାଗିଥିଲା । ମାଧୁରୀ ନିଜର ଆଉ ଗୋଟିଏ ଟୁଇଟରେ ଏହି ଗୀତର ଲୋକପ୍ରିୟତାର କଥା କହିଛନ୍ତି । ସେ କହିଛନ୍ତି କି କେମିତି ଲୋକେ ଏହି ଗୀତକୁ ଦେଖିବା ପାଇଁ ପାଗଳ ହେଉଥିଲେ ।

Let’s start our #SunoSunaoWithMD Listening Party with #EkDoTeen! Right from starting the rehearsals 10-15 days before the shoot to shooting with a real crowd of 1,000 people, the song has been so special.

ଲୋକେ ମୋତେ ମୋହିନୀ କହିବା ଆରମ୍ଭ କରିଥିଲେ- ମାଧୁରୀ
ମାଧୁରୀ ଲେଖିଛନ୍ତି, ‘ଫିଲ୍ମର ଏହି ଗୀତ ସେତେ ବେଳେ ବହୁତ ଲୋକପ୍ରିୟତା ହାସଲ କରୁଥିଲା । ମୁଁ ଏହା ଶୁଣିକରି କାବା ହୋଇଯାଉଥିଲିକି ଥିଏଟର୍ସରେ ମୁବି ଚାଲିବା ଭିତରେ ମଧ୍ୟ ଲୋକେ ଏହି ଗୀତକୁ ଦ୍ୱିତୀୟ ବାର ପ୍ଲେ କରିବା ପାଇଁ ଡିମାଣ୍ଡ କରୁଥିଲେ । ଲୋକେ ସ୍କ୍ରିନ ସାମ୍ନାରେ ପଇସା ଫିଙ୍ଗୁଥିଲେ । ସବୁ ମୋତେ ମୋହିନୀ କହିବା ଆରମ୍ଭ କରି ଦେଇଥିଲେ । କଣ ସାନଦାର ୟାଦେ ଥିଲା ସେ ।’

ମାଧୁରୀ ଏହି ଗୀତର ସୁଟିଂ ଏକ୍ସପିରିଏନ୍ସ ଉପରେ କହିଲେ କି ଏତେ ସାରେ ଲୋକଙ୍କ ସାମ୍ନାରେ ସୁଟ କରିବା ବାଵଜୂଦ ସେ ନର୍ଭସ ନଥିଲେ । ବରଂ ତାଙ୍କ ପାଇଁ ଏହା ବହୁତ ସାନଦାର ଅନୁଭବ ଥିଲା । କହିବାକି ମାଧୁରୀ ଦିକ୍ଷିତଙ୍କର ଏହି ପପୁଲାର ଗୀତ ‘ଏକ ଦୁ ତିନ’ ଫିଲ୍ମ ତେଜାଵର ଅଟେ । ଏଥିରେ ସେ ଅନିଲ କପୁରଙ୍କ ସାଥିରେ ନଜର ଆସିଥିଲେ ।


ସେୟାର କରନ୍ତୁ