ରାଜ୍ୟରେ ସୁସ୍ଥ ହେଲେ 53 କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା 550କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆଉ 53 ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି 53ଜଣଙ୍କ ମଧ୍ୟରୁ ଗଞ୍ଜାମରୁ 30ଜଣ, ଯାଜପୁରରୁ 18ଜଣ, ଖୋର୍ଦ୍ଧାରୁ 3ଜଣ ଏବଂ କେନ୍ଦୁଝରରୁ 2ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ମୋଟ ସଂଖ୍ୟା 550କୁ ବୃଦ୍ଧି ହୋଇଅଛି ।


ସେୟାର କରନ୍ତୁ