ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସମ୍ମାନାର୍ଥେ ପାଳନ କରାଯାଇଥାଏ ଶିକ୍ଷକ ଦିବସ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର : ଭାରତ ଇତିହାସରେ 5 ସେପ୍ଟେମ୍ବର ତାରିଖର ଏକ ବିଶେଷ ମହତ୍ତ୍ୱ ରହିଛି । ବାସ୍ତବରେ ଏହା ହେଉଛି ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଏବଂ ଏହି ସମ୍ମାନ ତାଙ୍କ ସମ୍ମାନାର୍ଥେ ଶିକ୍ଷକ ଦିବସ ଭାବେ ପାଳନ କରାଯାଏ । 5 ସେପ୍ଟେମ୍ବର 1888 ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ଡ଼ଃ ରାଧାକ୍ରିଷ୍ଣନ ଭାରତୀୟ ସଂସ୍କୃତିର ଅଗ୍ରଦୂତ, ବିଶିଷ୍ଟ ଶିକ୍ଷାବିତ୍, ମହାନ ଦାର୍ଶନିକ ତଥା ଜଣେ ହିନ୍ଦୁ ବିଚାରକ ଭାବରେ ତାଙ୍କୁ ମାନାଯାଇଥାଏ । ସମଗ୍ର ଦେଶକୁ ନିଜର ବିଦ୍ୟାରେ ଅବିହିତ କରିଥିବା ଡକ୍ଟର ରାଧାକୃଷ୍ଣନଙ୍କୁ ଭାରତ ସରକାର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ ।


ସେୟାର କରନ୍ତୁ