ଭାଇରଲ ହେଲା ଖେସାରୀ ଲାଲ ଯାଦବଙ୍କ ନୂଆ ଗୀତ ‘ବଦଲ ଗଇ କାଜଲ’, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ କାଜଲ ରାଘବାନୀ ଏବଂ ଖେସାରୀ ଲାଲ ଯାଦବଙ୍କ ବିବାଦ ମଧ୍ୟରେ ଖେସାରୀ ଲାଲ ଯାଦବଙ୍କ ନୂଆ ଭୋଜପୁରୀ ହୋଲି ଗୀତ ଭାଇରଲ ହେଉଅଛି । ଏହି ଗୀତର ବୋଲ ହେଉଛି ‘ବଦଲ ଗଇ କାଜଲ’ ରିଲିଜ ହେବାର 10 ଦିନ ଭିତରେ ଏହି ଗୀତକୁ ପାଖାପାଖି 2 କୋଟି ବ୍ୟୁଜ ମିଳି ସାରିଲାଣି ।

ସୋସିଆଲ ମିଡିଆରେ ଏହି ଭିଡିଓ ଆସିବା ମାତ୍ରେ ଖୁବ ଜୋରରେ ଭାଇରାଲ୍ ହେଉଅଛି । ଏହି ଗୀତକୁ ଦର୍ଶକେ ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ମଧ୍ୟରେ ହେଇଥିବା କଡଵାହଟ ଯୋଡିକରି ଦେଖୁଛନ୍ତି, କିନ୍ତୁ ବାସ୍ତବିକତାରେ ଏହି ଗୀତ ଭୋଜପୁରୀ ସୁପରହିଟ ଯୋଡି ଖେସାରୀ ଲାଲ ଯାଦବ ଏବଂ କାଜଲଙ୍କ ବିବାଦରେ କୌଣସି କାରଣ ନାହିଁ ।

ଏହି ଗୀତକୁ ଅନ୍ତରା ସିଂହ ପ୍ରିୟଙ୍କା ଏବଂ ଖେସାରୀ ଲାଲ ଯାଦବ ମିଶିକରି ଗାଇଛନ୍ତି । ଆଦିଶକ୍ତି ବ୍ୟାନର ତଳେ ରିଲିଜ ହୋଇଥିବା ଏହି ଗୀତକୁ ଅଖିଲେଶ କଶ୍ୟପ ଲେଖିଛନ୍ତି ଏବଂ ଶ୍ୟାମ ସୁନ୍ଦର ଏହାର ମ୍ୟୁଜିକ ଦେଇଛନ୍ତି ।

ଏହି ଗୀତର ଭିଡିଓକୁ ଅନିଶା ପାଣ୍ଡୀୟ ଏବଂ ଖେସାରୀ ଲାଲ ଯାଦବଙ୍କ ଉପରେ ଫିଲ୍ମୟା ଯାଇଛି । ୟୁଟ୍ୟୁବରେ ଏହି ଗୀତ ଧମାଲ ମଚାଉଛି । ଏହି ଗୀତକୁ ଏପର୍ଯ୍ୟନ୍ତ 18 ମିଲିୟନ ଥର ଦେଖାଯାଇ ସାରିଲାଣି ।

ଏଠାରେ ଦେଖନ୍ତୁ ଭାଇରଲ ହେଉଥିବା ଖେସାରୀ ଲାଲ ଯାଦବଙ୍କ ଭିଡ଼ିଓ….


ସେୟାର କରନ୍ତୁ