ମହାପ୍ରଭୁଙ୍କ ଦର୍ଶନ କଲେ 5-ଟି ସଚିବ, ଶ୍ରୀମନ୍ଦିର ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା

ରାଜ୍ୟ
ସେୟାର କରନ୍ତୁ

ପୁରୀ : ପୁରୀ ଗସ୍ତରେ 5-ଟି ସଚିବ । ଆଜି ସକାଳୁ 5-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଲାଭ କରିଛନ୍ତି ।‌

5-ଟି ସଚିବ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ ସହ ବେଢା ପରିକ୍ରମା, ପାର୍ଶ୍ୱ ଦେବାଦେବୀ ଦର୍ଶନ ସହ ଶ୍ରୀମନ୍ଦିରର ଆଉ କଣ କଣ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ସେ ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ପରେ 5-ଟି ସଚିବ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।


ସେୟାର କରନ୍ତୁ